STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଢ)

ରତ୍ନାକର ଚମ୍ପୂ (ଢ)

1 min
218

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(14)


ରାଧା

ରାଗ - କେଦାର - ତ୍ରିପଟା


ଢାଳେ ଜୀବନ ନେବ ସ୍ମର ହଟିଲା ରେ (ଘୋଷା)

ଢକକା ବାଜି ବ ଟି ବ୍ରଜେ, ଅସତୀ ବୋଲି ସହଜେ

ପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ(1)

ଢୋକିବାକୁ ବିଷ ଚିତ୍ତ, ହେଉଛିରେ ପ୍ରାଣମିତ

ଦେଖ ଅରବିନ୍ଦ ଜଳେ ଫୁଟିଲା ରେ (2)

ଢାଳିଦେଇ ମୋର ମୋଦ, - ନୀର ଘଟକୁ ବିପଦ

ମହାଭୟପ୍ରଦ ହୋଇ ଘୋଟିଲା ରେ (3)

ଢଳି ପଡିବି ଏଥର, ଭାଷେ ଜଗଦ୍ଦେବ ଗିର

ଶଠ ପଣ କରି ଶ୍ୟାମ ଜୁଟିଲା ରେ (4)



Rate this content
Log in

Similar oriya poem from Classics