Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Classics

3.6  

Puspanjali Panda

Classics

ରହସ୍ୟ

ରହସ୍ୟ

1 min
150


ଜୀବନର ଜଳଛବି

ସମୟ ସହିତ ,ମରଣ ସହିତ

ଲଢି ମାରିନେବ ବାଜି

ଗାଉଥିବ ଗର୍ବେ 

ଛନ୍ଦ ତାଳେ ତାଳେ

ଉଇଁ ଆସୁଅଛି ରବି।


ଯେବେ ପଥହରାଏ ପଥିକ 

କହୁଥିବ କେହି ମୋଟେ ଯାଅନାହିଁ

ଅବାଟ ରେ ଥିବ ବାଘ

କିଛି ନାହିଁ ଯୋଗାଯୋଗ।


ଅସତର୍କ ମୁହୁର୍ତ୍ତ ରେ

ଅଚାନକ ମୃତ୍ୟୁ ସହ ଭେଟ

ଜୀଇବାର ଇଛା ଯେତେ

ଏକାବେଳେ ଝୁଣୁଥିବେ ,


ଦୁଃଖ ଶୋକ ସନ୍ତାପର

ସବୁ ଗ୍ଲାନି ଏକାକାର ହୋଇ

ଖୋଜୁଥିବ ଶେଷ ଆଶ୍ରା

ଅସମାପ୍ତ କେତେ ଖେଳ

ସମାପ୍ତ ଆଶାରେ

ଜୀବନର ରହସ୍ୟକୁ

ବୁଝିବା ଆଶାରେ

ବୁଜିଥିବ ଆଖି

ଆୟୂଷ ଶେଷ ରେ।


Rate this content
Log in

Similar oriya poem from Classics