STORYMIRROR

Srinibas Mahalik

Inspirational Others

3  

Srinibas Mahalik

Inspirational Others

ରାଜନୀତି

ରାଜନୀତି

1 min
14.5K


ଅଭିନେତା ଏଠି ନେତା ବନୁଛନ୍ତି

ଦେଖାଇ ଲୋକଙ୍କୁ ନାଟ

ଚଳଚ୍ଚିତ୍ର ଯୋଗେ ଲୋକପ୍ରିୟ ହୋଇ

ପାଇଯାଉଛନ୍ତି ଭୋଟ । ୧।

ମଦ ପାଣିର ବାସନା ଶୁଂଘାଇ

ଭୋଟ ନିଅନ୍ତି ଟାଣି

ଟଙ୍କା ଫିଙ୍ଗିଦେଇ ଭୋଟରମାନଙ୍କୁ

ନେତାଏ ନିଅନ୍ତି କିଣି ।୨।

ଲକ୍ଷ ଲକ୍ଷ ଟଙ୍କା ଉଡାଇ ଦିଅନ୍ତି

ଜିତିବା ପାଇଁକି ଗାଦି

ପଇସା ଯୁଆଡେ ଭୋଟ ସିଆଡେ

ଇଏ ପରା ରାଜନୀତି ।୩।


Rate this content
Log in

Similar oriya poem from Inspirational