STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ପୂର୍ଣ୍ଣାହୁତି 

ପୂର୍ଣ୍ଣାହୁତି 

1 min
6


ଅନୁଭୂତିରେ ତୁମ ସ୍ଥିତି 
ଅନୁଭବ ରେ ତଵ ଉପସ୍ଥିତି 
ପାଇ ଯାଇଛି ଜୀବନେ ଜିତି 
ଆହେ କଳାସାଆନ୍ତ ଏହି ଭକ୍ତି ଉକ୍ତି 
ଉଠି ସୁନେଲି ସକଳେ ନୀତି 
ଦେଖିବାକୁ ତୁମ ନୀତି କାନ୍ତି 
ଛଟପଟ ହୁଏ ପ୍ରଭୁ ରଖ ମିନତି 
ଦର୍ଶନେ ପ୍ରାଣ ଶାନ୍ତି ପାଇବାକୁ ଗତି ମୁକ୍ତି 
ନିତ୍ୟ ଦର୍ଶନେ କୋକ୍ଷ ପ୍ରାପ୍ତି 
ଜାଣି ଆସୁ ଭକତ ଦେଖାଇ ଅନୁରକ୍ତି 
ଟିକେ ଶାନ୍ତି ଟିକେ ପ୍ରୀତି 
ମିଶି ଜୀବନ ଜୀବନ୍ତ ନିତି 
ହେ କଳାକାର ଅଣାକାର ଥିଲେ ତଵ ସମ୍ପୃକ୍ତି 
ଡର କାହାକୁ ଭୟ କାହାକୁ 
ଚତୁଃପାର୍ଶ୍ୱ ରେ ଅଛନ୍ତି ଜଗନ୍ନାଥ ଜାଳି ବତୀ 
ଦେଖାଇ ବାଟ ଯୋଉଠି ଭୋଗ ଭାଗ ପନ୍ତି
ଗାଈ ଭଜନ ଜଣଣ ପ୍ରାର୍ଥନା ପଙ୍କ୍ତି
ପାଇ ଇଶ୍ୱର କରୁଣା ଦିବ୍ୟକାନ୍ତି
ଭକ୍ତ ମଧ୍ୟସ୍ଥି ଭାବରୁ ଭକ୍ତି 
ଭଜି ଜଗନ୍ନାଥ ପୂର୍ଣ୍ଣ ପ୍ରାପ୍ତି ରୁ ପୂର୍ଣ୍ଣହୂତି
,,,,,,,,,,,,,,,,


Rate this content
Log in

Similar oriya poem from Classics