STORYMIRROR

Sanjya Tripathy

Classics

3  

Sanjya Tripathy

Classics

ନୀଳକଂଠଜଗତ କଲ୍ୟାଣ ପାଇଁହଳାହଳ

ନୀଳକଂଠଜଗତ କଲ୍ୟାଣ ପାଇଁହଳାହଳ

1 min
164

ନୀଳକଂଠ

ଜଗତ କଲ୍ୟାଣ ପାଇଁ

ହଳାହଳ ବିଷପାନ କରି

ତୁମେ ବୋଲାଇଲ ନୀଳଙ୍କ ଠ

କିଂତୁ ଏବେ ବିଷୟା ବିଷରେ ଗ୍ରସ୍ଥ ଯୁବ ସମାଳ

ନୀଳତୃଷାର ନିର୍ବାପନ ପାଇଁ

ଖୋଜି ବୁଲୁଛତି

ସାତରୁ ସବୁରି- ଅଲାଜୁକ ସାବଧାନ ।

ସମଗ୍ର

ପରିବେଷ୍ଟନୀଟି ଏବେ ପ୍ରଦୂଷିତ -

ଚତୁର୍ଦ୍ଦିଗ ନୀଳ ଜହର ରେ ଭରପୁର

ଅତର୍ଜାତିକ ମହିଳା ଦିବସରେ

ଖବର ଆସୁଛି ଚଳତା କାରରେ ଗଣଧର୍ଷଣର

ପରକୀୟା ପ୍ରୀତିର- ଅକଥନୀ ଲଜ୍ଜାର

ନୀଳଙୟଂକର ପୂତ ପବିତ୍ର ପରିକ୍ରମଣରେ

ଅଂତର୍ହିତ ହେଉଛି ନୀଳତୃଷ୍ଣା

ବିଶୁଦ୍ଧ ହେଉଛି ଯୁବ ସମାଜ

ସାମାଜିକ ସଂପର୍କର ସୁରମ୍ୟ ସୃଜନଶୀଳତାରେ

ବିମୁଦ୍ରିତ, ପାବନ ବ୍ୟବସ୍ଥା ଝରି ଆସୁଛି

ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।



Rate this content
Log in

Similar oriya poem from Classics