Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ପୁସ୍ତକ ହିଁ ପ୍ରିୟ ସାଥୀ

ପୁସ୍ତକ ହିଁ ପ୍ରିୟ ସାଥୀ

1 min
137


ସବୁ ଠାରୁ ଭଲ ସାଥୀ ଅଟେ ଏହି ବହି

ଜୀବନ ରେ ଶିକ୍ଷାରମ୍ଭ ଯାହା ଦେଇ କରି ।


କବି ଆଉ ଲେଖକ ସକଳେ ଯାହା ଘେନି

ମଣିଷ ଜୀବନ ସମାଜ ର ହିତ ପାଇଁ ।


ସମାଜ ବ୍ୟବସ୍ଥା ଅନୁଧ୍ୟାନ କରି ନିତି

ସୁବ୍ୟବସ୍ଥା ର , ଗଠନ ରେ ସୁଶିକ୍ଷା ଦିଅନ୍ତି ।


ପୁସ୍ତକ ବା ବହି କରି ଜନେ ଅଧ୍ୟୟନ

କରି ଥାନ୍ତି ଆପଣା ର ଜୀବନ ଗଠନ ।


ବହୁ ତଥ୍ୟ , ତତ୍ତ୍ୱ , ବିଷୟରେ ଜାଣି ବାକୁ

ପାଇବା ସହିତ ସାମ୍ନା କରୁ ସମସ୍ୟା କୁ ।


ବିଭିନ୍ନ ସମସ୍ୟା ସମାଧାନ ଅନୁଧ୍ୟାନ

କରି ଯୋଜନାର ପରି -କଳ୍ପନା ପ୍ରଦାନ ।


କାରୀ ଏକ ପ୍ରିୟ ସାଥୀ ଅଟେ ଏହି ବହି

ଜୀବନ ଯାତ୍ରା କୁ ବିକାଶିତ କରି ଥାଇ ।


ପୁସ୍ତକ ହିଁ ପ୍ରିୟ ସାଥୀ ଅଟଇ ସଂସାରେ

ଜୀବନ ଗଠନ ହୁଏ ଯାହା ଭରଷା ରେ ।



Rate this content
Log in