STORYMIRROR

Jyotsna Acharya

Abstract Classics Others

4  

Jyotsna Acharya

Abstract Classics Others

ପୁରୁଷୋତ୍ତମ କ୍ଷେତ୍ର

ପୁରୁଷୋତ୍ତମ କ୍ଷେତ୍ର

1 min
316

ଓଡି଼ଶା ଭୂମୀରେ 

ଜଗନ୍ନାଥ ଧାମ

ଶ୍ରୀ କ୍ଷେତ୍ର ବିଜେ

ପ୍ରଭୂ ଶ୍ରୀ ଜଗନ୍ନାଥ। 


ଅପୂର୍ବ ଧାର୍ମିକ

ପରିବେଶ ମଣ୍ଡିତ

ରଥଯାତ୍ରା ପର୍ବ

ପ୍ରମୂଖ ଗୁରୁତ୍ବ। 


ଆଷାଡ ମାସ

ଦୂତୀୟା ଶୁକ୍ଲପକ୍ଷ

ବଡ଼ଦାଣ୍ଡେ ସଜ୍ଜିତ

ବିଜେ ତିନି ରଥ। 


ଛେରା ପହଁରା ରିତି

ପୁରୀ ଗଜପତି ଭେଷ

ଘଣ୍ଟା ଘଣ୍ଟ ବାଦ୍ୟ

ଗଡେ ଶ୍ରୀ ଗୁଣ୍ଡିଚା ମନ୍ଦିର। 


ଦଶ ଅବତାର ବେଶ

ଦିଅନ୍ତି ଦର୍ଶନ

ଆଡପ ଅଭଡା

ପ୍ରସାଦ ଭକ୍ତବୃନ୍ଦ ଧନ୍ୟ। 


ନବ ଦିନ ଯାତ୍ରା ବିଶେଷ

ଆଷାଡ ଶୁକ୍ଲପକ୍ଷ

ଦଶମୀ ତିଥିରେ

ବାହୁଡନ୍ତି ଶ୍ରୀ ଜିଉ ମନ୍ଦିର। 


ପ୍ରାଚୀନ ଧର୍ମ ଗ୍ରନ୍ଥ

ପୁରାଣ ବର୍ଣ୍ଣିତ

ଧନ୍ୟ ପୁଣ୍ୟ କ୍ଷେତ୍ର

ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର।


Rate this content
Log in

Similar oriya poem from Abstract