STORYMIRROR

Kumarlal Rana

Classics Others

3  

Kumarlal Rana

Classics Others

ପୁରୁଖା ମାଟି

ପୁରୁଖା ମାଟି

1 min
239

ହାମର ଇ ଗାଁନେ କୁମହାର ଯାଏତ ଆଠ ପିଢ଼ିନୁ ଅଧିକା ହେଲନା ବସତି ବାନ୍ଧି କରି ଅଛନ l ଲରକା ଗାଁନୁ କଲି ଝଗରା ହେଇକରି ମାପୋ ପଳେଇ  ଆଇଲେ lମା ଥିଲା ବିଧବା l ତାର ପୋ ଥିଲା ଛୋଟ ଇ ମହୁଲ ଭଟା ଗାଁତି ରହି କରି କୁମ୍ଭରେନ ବୁଢୀ ତାର  ପୋ କେ ବିହା କରଲା l

ହେନୁ ସହଦେଵର  ସାତ  ପୋ ଜନମ ହେଇ ଥିଲେ l

ସାତ ପୋ ନାଁ ଭିତରେ ସନୁ ମନୁ ଧନୀ ଲଟି ନାଁ 

ମାନେ ଥିଲା l  ଆମେ   ଯେନ ଇଷ୍ଟ ଦେବୀ  

ଲଙ୍କେଶ୍ୱରୀ ଦେବୀକେ ପୂଜା  କରସୁ l  

ସେ ଲଙ୍କେଶ୍ୱରୀର   ବାସ ଥିଲା ଲଙ୍କା l

ସେ ଲଂକାନେ  ରାବଣ ରାଜା ଥିଲା l

ମା ଲଙ୍କେଶ୍ୱରୀ ଲଙ୍କାର ଦ୍ୱାରପାଳ ଥିଲା l

  ଯେତକି    ସମିଆ ଥି ସୀତାକେ ରାବଣ 

ଚୁରେଇ ଆନି ଥିଲା l   ସେତକି ସମିଆନେ 

  ହନୁମାନ  ସୀତା ଠାବ  କରି ଗଲା l

ଆରୁ ଲଙ୍କେଶ୍ୱରୀ ସଂଗେ ଭେଟ ପଡ଼ଲା l

ଆଶୀର୍ବାଦ       ଦେଲେ ମା ଲଙ୍କେଶ୍ୱରୀ l

ବିଦାୟ ନେଇ   କରି ହନୁମାନ କେ    କହେଲେ l

ଯାଅ ହନୁମାନ ସୀତା      ଠାବ କରି ରାବଣ କେ 

ମାର l ଏତିକି  କହି  ବିଦାୟନେଇକରି   ପଳେଇ ଆସଲେ ମା ଲଙ୍କେଶ୍ୱରୀ l ଆରୁ କୁମ୍ଭାରଘରିରଉଆସ ସାଲେ କୁମ୍ଭାରହାଡ଼ିର ଭାଟିନେ ପ୍ରବେଶ କଲେ lସେ ଦିନୁ        କୁମ୍ଭାର ଘରେ    ମା ଲଙ୍କେଶ୍ୱରୀ କୁମହାର ଘରିର     କୁଳ ଦେବୀ l


Rate this content
Log in

Similar oriya poem from Classics