STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ପୁରୀ

ପୁରୀ

1 min
214


ପୁରୀ ମୋ ସହର ସୁନ୍ଦର ଭାରି 

ମହୋଦଧିରେ ଉର୍ମିମାଳା କବିତା କରି 

ବାଲୁକା କଳା ଆବୋରି 

ଜଗନ୍ନାଥ ସୁମରି 

ମନ ହେବନି ଆସିବାକୁ ଫେରି 

କୈବଲ୍ୟ ଅବଢ଼ା ବାସନା ଭାରି 

ଶୁଖିଲା ନିର୍ମାଲ୍ୟ ନେବୁଲୋ ଗୋରୀ 

ତୁଳସୀ ମୂଳରେ ଥୋଇବୁ ଥିରି 

ମନୋସ୍କାମନା ପୁରଣ ତୋରି 

ପୁରୀ ସର୍କାର ଜଗନ୍ନାଥ ସୁମରି 

ଯୁଆଡେ ଯିବୁ ତୋ ଶୁଭ ଭାରି 

ପୁରୀ କଥା ବଖାଣିଲେ ଦିନ ରାତି ସରି 

ଶିଶିର ମୁକୁତା ପରି 

ନୀଳଚକ୍ର ବାନା ଫରଫର ପକାଏ ଫେରି 

କହେ ଜାଗା ସାଥେ କେ ହୋଇବ ସରି!

ଭାଇ ଭଉଣୀ ସାଥିରେ ଧରି 

ନୀଳକନ୍ଦରେ ବସିଛି ସାଆନ୍ତ ଶୁଦର୍ଶନ ଧରି

ଇଏ ମୋ ପୁରୀ ସୁନ୍ଦର ସହର ପାରିଜାତଟେ ପରି 

,,,,,,,,,,,,,,,,,



Rate this content
Log in

Similar oriya poem from Classics