STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ପ୍ରତିଶୃତି

ପ୍ରତିଶୃତି

1 min
97

ମିଛ ପ୍ରତିଶୃତି

ବାହାନା, ଛଳନା

ଭଳି ଶବ୍ଦର ଜାଲରେ

ମୁଁ, ଯେତେବେଳେ

ଛନ୍ଦି ହେଲି

ଜାଣିନଥିଲି

ବୁଝିନଥିଲି

ତଥାପି, ଜଳିଛି

ସେ ଅପଶବ୍ଦର

ମାୟାଜାଲରେ

ଛନ୍ଦିହେଇଛି

ଏବେବି ଜଳୁଛି

ଯନ୍ତ୍ରଣାର

ଦିକଦିକ

ଅଗ୍ନିଶିଖା ଭଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Tragedy