STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଫାଉଣ୍ଡେସନ

ଫାଉଣ୍ଡେସନ

1 min
0

ଅସଂଖ୍ୟ କ୍ଷତ ର ଫାଉଣ୍ଡେସନ ଉପରେ 
ମୁଁ ଯେବେ ଘର ତୋଳିବାର ସ୍ବପ୍ନ ଦେଖେ 
ସେହି କ୍ଷତ ସବୁକୁ ମୁଁ ଯେବେ ଧରିନିଏ 
ସୁଦୃଢ ଭିତିଭୂମି ବୋଲି 
ହୃଦୟ ବିଦାରକ ହେଉ ପଛେ 
ସେହି ଅତୀତ ସଂଗ୍ରାମ ତ ପାଲଟିସାରିଛି ଜୀବନଟା 
ସେହି ମହାସଂଗ୍ରାମ ର ମହାନାୟୀକା ମତେ ହିଁ 
ପାଲଟିବାକୁ ହୁଏ, ଆଉ ମୁଁ ଭୂମିକା ନିଭାଏ 
ଜୀବନଟା ସଂଗ୍ରାମ ହିଁ ପାଲଟିଯାଏ 
ଆଉ ମୁଁ ସେଇଠି ସଂଘର୍ଷ କରେ 
ମତେ ହିଁ ଲଢ଼ିବାକୁ ହୁଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

Similar oriya poem from Abstract