ମହାନାୟକ
ମହାନାୟକ
ଯଜ୍ଞ ନୁହେଁ ଜୀବନ ଟା
ଖେଳ ଘର ବି ନୁହେଁ
ଆହୁତି ଜୀଵନ ଟା
ଯେବେ ଯଜ୍ଞ ହୁଏ
ସେହି ଯଜ୍ଞ ରେ ଆହୁତି ଦିଏ
ମୁଁ ଏକ ସ୍ୱର, ଏକ ଅକ୍ଷର
ଏକ ଶବ୍ଦ, ଏକ ଅନୁଭୂତି
ଏକ ଜୀଵନ, ମିଶ୍ରଣ ଏକ
ସୁଖ ଦୁଃଖ, ଯନ୍ତ୍ରଣା ର
କିଏ ସାଉଁଟିଛି ଜୀବନକୁ
କିଏ ସାଇତିଛି ଜୀବନକୁ
କିଏ ସେ ମହାନାୟକ
ବୁଝିବାକୁ କେବେ ସ୍ପୃହା
ରଖିଛି, ଜୀଵନ ର ପ୍ରକୃତ ଅର୍ଥ
