ଧର୍ମ
ଧର୍ମ
ଧର୍ମ ଯେବେ ଧାରଣ କରେ , ତାକୁ ହିଁ ଆପଣାଏ
ଧର୍ମ ଭୁଲିଛି କିଏ, ଭୁଲିଛି ଯିଏ ଵୁଝିଛି ସିଏ
ଜଳର ଧର୍ମ ଯେମିତି, ନିମ୍ନଗାମୀ ହେବା
ଖଳର ଧର୍ମ ସେମିତି, ଧର୍ମ ଭୁଲିଛି କିଏ
ପଥର କୁ ପଚାର ଭୁଲିପାରିଛିକି କଠୋରତା
ଯେମିତି ଧର୍ମ ତାର, ଅଗ୍ନି ଯେମିତି ଭୁଲିନଥାଏ
ଧର୍ମତାର ଜାଳିଦିଏ, ଧର୍ମର ଧ୍ୱଜା ଧରି
ମୁଁ କିନ୍ତୁ ସେମିତି ଘୁରିବୁଲୁଥାଏ
ଧର୍ମ କୁ ହିଁ ଆପଣାଏ........................
