STORYMIRROR

Tapan Dixit

Abstract

2  

Tapan Dixit

Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
2.4K


କଥା ଦେଇଥିଲୁ ମଥାକୁ ଛୁଇଁ ତୁ 

ପ୍ରତୀକ୍ଷାରେ ଥିବୁ ମୋର 

ଶିଉଳି ଝରିଲା ..ଜହ୍ନବୁଡ଼ିଗଲା 

ପଥ ଚାହିଁ ଚାହିଁ ତୋର ,

ପାନ୍ଥଶାଳା ହେଲା ଆଶରା ମୋର ଯା' 

ରୂପ ସହରରେ ତୋର .....

ପ୍ରୀତି ଲେଖୁଥିଲା ପାନ୍ଥଶାଳା କାନ୍ଥେ 

କାହାଣୀ ତା' ବିରହର, …….. ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract