STORYMIRROR

Prasanta Bhunya

Abstract

2  

Prasanta Bhunya

Abstract

॥ ପ୍ରତୀକ୍ଷା॥

॥ ପ୍ରତୀକ୍ଷା॥

1 min
13.4K


ଇହକାଳରୁ ପରକାଳ ଯାଏଁ;

ପୃଥ୍ବୀରୁ ମହାଶୂନ୍ୟ ଯାଏଁ;

ଅସମ୍ପୂର୍ଣ୍ଣରୁ ପୂର୍ଣ୍ଣପ୍ରାଣ ଯାଏଁ ।

ପ୍ରତୀକ୍ଷା ଜାଣେନା ଜାତି-ଧର୍ମ-ବର୍ଣ୍ଣ;

ପ୍ରତୀକ୍ଷା ବୁଝେନା ଜୀବ - ଦେବ;

ପ୍ରତୀକ୍ଷାର ପରିଭାଷା ଅତୀବ ଗହନ ।

- ପ୍ରଭୂ


Rate this content
Log in

Similar oriya poem from Abstract