STORYMIRROR

BANITA SAHU

Romance

2  

BANITA SAHU

Romance

ପ୍ରଥମ ପ୍ରେମର ଚିଠି

ପ୍ରଥମ ପ୍ରେମର ଚିଠି

1 min
261

ମୋ ପ୍ରେମିକାର ପ୍ରଥମ ଚିଠି

ଲେଖିଥିଲେ ରଙ୍ଗତୁଳି ନେଇ

ଭରିଦେଇ ଥିଲେ ମନର ଭାବ

ମନର ଅସୁମାରି ଲେଖିଲି ପ୍ରିୟ

ପ୍ରଥମ ଦେଖାର ପ୍ରଥମ ଚିଠି

ଆଙ୍କିଦେଲି ମୁଁ ମନରେ ଭାବି

କଣ ଲେଖିବି ମନେପଢୁ ନାହିଁ

ମନେ ହୁଏ ଖାସ୍ ମୁଁ ତମ ପାଇଁ


କିପରି କହିବି ଭାବିପାରୁ ନାହି

ଶେଷରେ ଲେଖୁଛି i love u ମୁହିଁ

ମନେ ରଖିଥିବ ମୋ ପ୍ରଥମ ଚିଠି

ଦେଖାହେଲେ କହିବ i love u to ମିଠି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance