STORYMIRROR

Ranjan kumar Mohanty

Romance

2  

Ranjan kumar Mohanty

Romance

ପ୍ରଥମ ପ୍ରେମର ଅନୁଭବ

ପ୍ରଥମ ପ୍ରେମର ଅନୁଭବ

1 min
124

ଅଢେଇ ଅକ୍ଷରେ ଇଏ ଅତୁଟ ବନ୍ଧନ

ଦେହ ନୁହେଁ ମନ ସାଥେ ମନର ମିଳନ

କେତେ ଯେ ସପନ

ସାଜେ ଶିହରଣ

ପ୍ରଥମ ପ୍ରେମର ଇଏ ଅପୂର୍ବ ଆହ୍ୱାନ


ଜୀବନର ଯବନିକା ଜନ୍ମର ଯନ୍ତ୍ରଣା

ସ୍ମୃତିର ମଧୁ ଲଗନେ ମଧୁର ମୂର୍ଚ୍ଛନା

ମୃଦୁ ମଧୁସିକ୍ତ

ସାଧନେ ସାଧିତ

କମନୀୟ କଳ୍ପନାର କୋଟିଏ କରୁଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance