Kalyani kumari Sahoo
Tragedy Fantasy
ତୁମେ ଭୁଲି ସାରିଛ
ନା ମନେ ରଖିଛ
ଏଇ ଆମ ପ୍ରଥମ ଦେଖାକୁ
ମୁଁ କିନ୍ତୁ ଭୁଲିପାରିନି
ସେ ପ୍ରଥମ ଦେଖାକୁ
କରିଥିଲ ବୋଲି
ନିଜର ମନକୁ ।
ହସିଦେଇ ତୁମେ ଫେରିଯାଇଥିଲ
ଆଖିରେ ସଂକେତ ଦେଇ
ବୁଝି ବି ଯାଇଥିଲି
ତୁମ ଆଖିର ଭାଷାରେ
କହୁଥିଲ ହୃଦୟ ଦେଇ
ନେବି ତୁମକୁ ଆପଣାଇ ।
ଅଭିମାନ
ପ୍ରଥମ ପ୍ରେମର ...
ସ୍ବପ୍ନ
ପୋଡା଼ ଅଙ୍ଗାର
ମୁଁ ବି ହେଇପାର...
କିଛି ଆଶା କିଛି...
ତୋ ଓଠର ହସ
ଅତୀତ
ପ୍ରଥମ ଦେଖା
ଅମୀମାଂସା
ଭକତ ଭକ୍ତିରେ ବନ୍ଧା ତୁ କାଳିଆ ଭକ୍ତି ଯାର ନିସ୍ବାର୍ଥର ପ୍ରେମ ଶ୍ରଦ୍ଧା ପ୍ରୀତି ର ଭକତ ଭକ୍ତିରେ ବନ୍ଧା ତୁ କାଳିଆ ଭକ୍ତି ଯାର ନିସ୍ବାର୍ଥର ପ୍ରେମ ଶ୍ରଦ୍ଧା ପ...
ବିଶ୍ଵାସରେ ବନ୍ଧା ଜୀବନ ଚକ୍ର କହନ୍ତି ସମସ୍ତେ ବୟସ ବଢିଲା ବହିରେ ପଢିଲି ବିଶ୍ୱାସର ତରାଜୁରେ ନିଃଶ୍ ବିଶ୍ଵାସରେ ବନ୍ଧା ଜୀବନ ଚକ୍ର କହନ୍ତି ସମସ୍ତେ ବୟସ ବଢିଲା ବହିରେ ପଢିଲି ବିଶ୍ୱାସର ...
ଜୀବନର ମାନେ ଜୀବନର ମାନେ
ବଡ଼ କଷ୍ଟ ଲାଗେ ଭାବିଲେ ଥରେ ନିରୋଳାରେ ବୟସ ବଢ଼ି ଚାଲିଛି କି ସତରେ ବୟସ କମୁଛି ସବୁ ଜନ୍ମଦିନରେ ବଡ଼ କଷ୍ଟ ଲାଗେ ଭାବିଲେ ଥରେ ନିରୋଳାରେ ବୟସ ବଢ଼ି ଚାଲିଛି କି ସତରେ ବୟସ କମୁଛି ସବ...
ବାମ ହାତରେ ବାପାଙ୍କ ସେଇ ପୁରୁଣା କାଳିଆ ସୁଇଚ ମଡେଲ ହାତ ଘଣ୍ଟା ଯାହାକୁ ସକାଳ ସାତଟା ହେଲେ ବ ବାମ ହାତରେ ବାପାଙ୍କ ସେଇ ପୁରୁଣା କାଳିଆ ସୁଇଚ ମଡେଲ ହାତ ଘଣ୍ଟା ଯାହାକୁ ସକାଳ ସ...
ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀ ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀ
ଆସ ! ଦୈତ୍ୟ ରୋଦନ କରିବା ଆସ ! ଦୈତ୍ୟ ରୋଦନ କରିବା
ମୌନ ରୁହ ମୌନ ରୁହ
ମୁଗୁନି ପଥର ମୁଗୁନି ପଥର
ନିଜେ ନିନ୍ଦା ଅପବାଦ ସହି ତୁମେ ସମ୍ମାନ ରଖିଛ ମୋର ଲୁହ ପୋଛି ଦେଇ ଓଠେ ହସ ଭରି ପୋଛିଛ କଳଙ୍କ ଗାର ।... ନିଜେ ନିନ୍ଦା ଅପବାଦ ସହି ତୁମେ ସମ୍ମାନ ରଖିଛ ମୋର ଲୁହ ପୋଛି ଦେଇ ଓଠେ ହସ ଭରି ...
ଲେଖା ହୁଏ ଲୋମହର୍ଷଣକାରୀ ଇତିହାସର ଜଘନ୍ଯ ଗାଥା ରକ୍ତ ରଞ୍ଜିତ ନବ୍ଯ ସାମ୍ରାଜ୍ୟବାଦର ନାରକୀୟ ବିଭିଷି ଲେଖା ହୁଏ ଲୋମହର୍ଷଣକାରୀ ଇତିହାସର ଜଘନ୍ଯ ଗାଥା ରକ୍ତ ରଞ୍ଜିତ ନବ୍ଯ ସାମ୍ରାଜ୍ୟବାଦର ନାରକ...
କଥାରେ କୁହନ୍ତି ସଂସାର ପ୍ରେମମୟ ମୋତେ ଲାଗେ ପୂରା ମିଛ ପ୍ରତାରଣାରେ ହଣା ସମ୍ପର୍କ ସମୟ କଷ୍ଟରେ ସନ୍ କଥାରେ କୁହନ୍ତି ସଂସାର ପ୍ରେମମୟ ମୋତେ ଲାଗେ ପୂରା ମିଛ ପ୍ରତାରଣାରେ ହଣା ସମ୍ପର୍କ ସମୟ ...
କଳ୍ପନା ରାମ ରାଜ୍ୟର ! କରିବ କିପରି ଅଛି ସ୍ବାର୍ଥ ଭାବ ଜାତିବାଦ ଶୂତ୍ର ଧାର ! ବ୍ୟକ୍ତି ସ୍ବାର୍ଥପ କଳ୍ପନା ରାମ ରାଜ୍ୟର ! କରିବ କିପରି ଅଛି ସ୍ବାର୍ଥ ଭାବ ଜାତିବାଦ ଶୂତ୍ର ଧାର ! ବ...
ସମୁଦ୍ର ବେଳାଭୂମି ର ଆବଡା ଖାବଡା ସେତୁ ବନ୍ଧର ଅଗଣିତ ଲହଡ଼ି ମାଳାରେ କ୍ଷଣିକ ସମୟର ସୀମା ରେଖା ଖୋଜ ସମୁଦ୍ର ବେଳାଭୂମି ର ଆବଡା ଖାବଡା ସେତୁ ବନ୍ଧର ଅଗଣିତ ଲହଡ଼ି ମାଳାରେ କ୍ଷଣିକ ସମୟର ସୀମ...
ନଇଁ ଚାଲିଲିଣି ସଂସାର ବୋଝରେ ହାତ ଥରିଲାଣି ଗଣ୍ଠି ଫୁଲିଲାଣି କର୍ମଫଳ ବଳେ ଦଣ୍ଡାଦେଶ ମିଳେ କାହିଁକି ନଇଁ ଚାଲିଲିଣି ସଂସାର ବୋଝରେ ହାତ ଥରିଲାଣି ଗଣ୍ଠି ଫୁଲିଲାଣି କର୍ମଫଳ ବଳେ ଦଣ୍ଡାଦେଶ ମି...
ବାହାନଗା ଟ୍ରେନ ଟ୍ରାଜେଡି ବାହାନଗା ଟ୍ରେନ ଟ୍ରାଜେଡି
ନାଗରୀକତା ସମ୍ମାନ ରକ୍ଷା କର ଭୋଟର ଭାଇ, ଭୋଟ୍ଦାନ ଅମୂଲ୍ୟ ଯୋଗ ଏଡାଇ ଦିଅ ନାହିଁ। ଭୋଟ୍ ନାଗରୀକତା ସମ୍ମାନ ରକ୍ଷା କର ଭୋଟର ଭାଇ, ଭୋଟ୍ଦାନ ଅମୂଲ୍ୟ ଯୋଗ ଏଡାଇ ଦିଅ ନ...
ମାଆ ଛାତିରେ ଭୋକ ମାଆ ଛାତିରେ ଭୋକ
ମଣିଷର ବାଞ୍ଛନୀୟ ଅବା ଅବାଞ୍ଛନୀୟ ଇଚ୍ଛାର ତଥାପି ମୁଁ ହାର ମାନିବିନି ପୂରଣ କରିବାକୁ ହୃଦୟ ରେ ନେଇଥି ମଣିଷର ବାଞ୍ଛନୀୟ ଅବା ଅବାଞ୍ଛନୀୟ ଇଚ୍ଛାର ତଥାପି ମୁଁ ହାର ମାନିବିନି ପୂରଣ କରିବାକୁ ହୃ...
ପ୍ରାଣର ସଖୀ ମୋର ! ଯା ହେଲେ ବି ଚାଲିବା ସ୍ଥିର ହେବା ପର୍ଯ୍ୟନ୍ତ ନାମ ବଦଳରେ ଶବର ପରିଚୟ ପତ୍ର ମି ପ୍ରାଣର ସଖୀ ମୋର ! ଯା ହେଲେ ବି ଚାଲିବା ସ୍ଥିର ହେବା ପର୍ଯ୍ୟନ୍ତ ନାମ ବଦଳରେ ଶବର ...