STORYMIRROR

Kalyani kumari Sahoo

Abstract

3  

Kalyani kumari Sahoo

Abstract

ପୋଡା଼ ଅଙ୍ଗାର

ପୋଡା଼ ଅଙ୍ଗାର

1 min
264

ବହୁତ ଦିନ ପରେ

ତୋ ସ୍ବପ୍ନ ରାଇଜରେ ହଜି ଯାଇଥିଲି

ତତେ ଆଉ ମତେ ନେଇ

ଅନେକ ସ୍ବପ୍ନ ଦେଖିଥିଲି

କେଜାଣି କେଉଁ 

ପୋଡା଼ ଅଙ୍ଗାର ଟା ଆସି

ମୋ ସ୍ବପ୍ନ ଭାଙ୍ଗିଲା

ସ୍ବପ୍ନ ରାଇଜରୁ ତତେ ମତେ

ଅଲଗା କଲା

କେଜାଣି କେଉଁ ବିଷ ମଞ୍ଜି ଆଣି

ଆମ ସଂପର୍କ ଭିତରେ ପୋତିଦେଲା

ସବୁଦିନ ପାଇଁ

ବିଚରା ନିରିହ ସପଂର୍କଟା

ପୂର୍ଣ୍ଣଛେଦ ପଡି଼ଗଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract