STORYMIRROR

Kalyani kumari Sahoo

Fantasy

2  

Kalyani kumari Sahoo

Fantasy

ମୁଁ ବି ହେଇପାରେ

ମୁଁ ବି ହେଇପାରେ

1 min
378

ବାସ୍

ତୁମକୁ ଦେଖେଇ ଦେବାକୁ ଚାହେଁ

ମୁଁ ବି ହେଇପାରେ

ତୁମ ପରି

ସ୍ବାର୍ଥପର,

ଅବିବେକୀ,

ହୃଦୟହୀନା 

ତୁମ ପାଇଁ 

ଅପରିଚିତ

ଅଜଣା

ମିଥ୍ୟାବାଦୀ

ଅହଂକାରି

ମଣିଷଟିଏ ।


Rate this content
Log in

Similar oriya poem from Fantasy