STORYMIRROR

Kalyani kumari Sahoo

Romance

3  

Kalyani kumari Sahoo

Romance

ତୋ ଓଠର ହସ

ତୋ ଓଠର ହସ

1 min
364

ମୋ ସ୍ବପ୍ନ ମାନଙ୍କୁ ନେଇ 

ପରିଚୟ ଦେବାକୁ ଚାହେଁ,

ତୋ ଛୋଟ ଦୁନିଆରେ

ତୁ ଯଦି ଅନୁମତି ଦେଉ

ତେବେ

ମୁଁ କଥା ଦେଉଛି

ଦୁନିଆର ସବୁ ଖୁସି ଆଣି

ତୋ ପାଦ ତଳେ ଅଜାଢି଼ ଦେବି

ଆଖିରେ ଅନେକ ସ୍ବପ୍ନ ଭରି ଦେବି

ତୁ ଖିଲି ଖିଲି ହେଇ ହସୁ ଥିବୁ

ଆଉ ମୁଁ ତତେ ଦେଖି ହସୁଥିବି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance