STORYMIRROR

Kalyani kumari Sahoo

Romance

2  

Kalyani kumari Sahoo

Romance

ପ୍ରଥମ ପ୍ରେମର ପ୍ରଥମ ଛିଟା

ପ୍ରଥମ ପ୍ରେମର ପ୍ରଥମ ଛିଟା

1 min
136

ପ୍ରଥମ ଦେଖାରେ

ମୋ ହୃଦୟ

ତୁମ ପାଖେ ବନ୍ଧା ପଡିଗଲା

ସେବେଠୁ ଆଖିରେ

ଅନେକ ସ୍ବପ୍ନ ଭରିଦେଲ

ମୋ ନୀରବ ଦୁନିଆକୁ ଆସି

ଉଥଲ୍ ପୁଥଲ୍ କରିଦେଲ

ଡରି ଡରି ଯେବେ ତୁମକୁ

ମନର କଥାକୁ କହିଲି ଖୋଲି

ତୁମ ମନେ ବି ମୋ ପାଇଁ

ପ୍ରେମର ଭାବନା ଅଛି ବୋଲି କହିଲ,

ଯାହା ହେଉ ଶେଷରେ ପ୍ରଥମ ପ୍ରେମର

ପ୍ରଥମ ଛିଟା ଲଗେଇ ଦେଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance