ସ୍ବପ୍ନ
ସ୍ବପ୍ନ
ସ୍ବପ୍ନ ଦୁହେଁ ଦେଖିଥିଲେ
ଅନେକ ରାତି ଉଜାଗର ହେଇ,
ଆମ ପ୍ରେମର ସ୍ମୃତିରେ
ତାଜ ମହଲ ନ ହେଲା ନାହିଁ
ଛୋଟ ବାୟା ବସା ଟିଏ ଗଢିବା ପାଇଁ....
ହେଲେ ନା ତୁ ଜାଣିଥିଲୁ
ନା ମୁଁ ଜାଣିଥିଲି
କେତେଟା ଉଜାଗର ରାତିର ଏ ସ୍ବପ୍ନ ମାନେ
ଜୀବନର ସବୁ ରାତି
ଆମକୁ ଏମିତି ଜଳେଇବ ବୋଲି.....

