STORYMIRROR

Kalyani kumari Sahoo

Romance Tragedy

3  

Kalyani kumari Sahoo

Romance Tragedy

ଅତୀତ

ଅତୀତ

1 min
335

ମନ୍ଦିରରେ ଆଜି ବି

ସଞ୍ଜ ହେଲେ

ତୁମ ନାଁ ରେ ଜାଳେ ଦୀପ

ଶୁଭ ମନାସିବା ପାଇଁ

ତୁମେ ସିନା ଭୁଲିଗଲ

ତୁମ ସ୍ବାର୍ଥ ପାଇଁ

ମୁଁ କିନ୍ତୁ ଚାହିଁଲେ ବି

ତୁମକୁ ଭୁଲି ପାରୁନାହିଁ....

ସମୟ ପରିସ୍ଥିତି ଦେଖାଇ

ଫାଙ୍କି ଦେଇଗଲ

ଅନ୍ୟକୁ ପାଖରେ ପାଇ

ମୁଁ ବି ଏଡେ ବୋକି ଥିଲି

ଜାଣିପାରିଲିନି

ଖେଳୁଥିଲ ବୋଲି ମତେ ନେଇ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance