STORYMIRROR

Kalyani kumari Sahoo

Others

2  

Kalyani kumari Sahoo

Others

ଅଭିମାନ

ଅଭିମାନ

1 min
124


ତୁମେ ଜାଣିଛ 

ମୁଁ ସେଇ ମଣିଷ ଟିଏ

ଯିଏ ଟିକିଏ ରାଗରେ

 ତୁମର ଅଟକିଯାଏ

ତୁମ ଭାବନାରେ ବୁଡିଯାଏ

ପାଦ ପରି 

ମନକୁ ଥାପି ଥାପି ନିଏ

କିଛି ମନର କଥାକୁ

କହିବା ଆଶାରେ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍