STORYMIRROR

Kalyani kumari Sahoo

Romance

3  

Kalyani kumari Sahoo

Romance

କିଛି ଆଶା କିଛି ସ୍ବପ୍ନ

କିଛି ଆଶା କିଛି ସ୍ବପ୍ନ

1 min
314

ଆ ଚାଲିଯିବା

ତୋ ମୋ ସ୍ବପ୍ନର ଦୁନିଆର

ରଙ୍ଗିନ ତାଜମହଲକୁ

ତୋ ଅଣ୍ଟି ଆଣି ଢାଳି ଦେବି

ଆକାଶରୁ ତୋଳି ଆଣି ତାରାକୁ

ଜହ୍ନକୁ ବି କହିଦେବି

ଦେବ ବୋଲି ତା ଶୀତଳ କିରଣକୁ

ତୁ ହଜିବୁ ମୋ ଭିତରେ

ମୁଁ ହଜିବି ତୋ ଭିତରେ

ଜହ୍ନର ଫିକା ଫିକା ଆଲୁଅରେ

ତୁ ଟିକେ ଲାଜ କରୁଥିବୁ

ଦେଖି ମତେ ଆଖି ପତା ତଳେ

ଆଉ ଥରୁ ଥିବ ତୋ ଓଠ

କିଛି କହୁଥିବା ବେଳେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance