Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asish Behera

Romance Classics Others

4  

Asish Behera

Romance Classics Others

ପଦ୍ମ ସୂର୍ଯ୍ୟ ପ୍ରେମ

ପଦ୍ମ ସୂର୍ଯ୍ୟ ପ୍ରେମ

1 min
348


ଆହେ ମହା ରବି ଇଚ୍ଛା ହୁଏ କି ନା 

ଆସିବାକୁ ଧରା ଭୂଇଁ

ପୁଷ୍ପ ହେଇ ପ୍ରିୟା ରହିଛି ଅନାଇ

ପ୍ରେମ କର ଆସି ଛୁଇଁ ।


ଲାଜ ଲାଗେ ବୋଲି ଅଶ୍ରୁ ଝରାଅନି

ଦୁନିଆଁର ଆଖି ଆଗେ

ଦୁନିଆଁ ପଛରେ ଅଶ୍ରୁ ର ସାଗର

ବୁହାଉଛ କେତେ ରାଗେ ।


ତୁମ ରାଗରସେ ଉତ୍ତପ୍ତ କିରଣେ 

ଧରା ହୁଏ ଆଲୋକିତ

ତୁମ ପ୍ରିୟା ପଦ୍ମ ଅଶ୍ରୁ ଝରାଉଛି 

ଜଳେ ହୋଇ ସେ ନିପାତ ।




Rate this content
Log in

Similar oriya poem from Romance