STORYMIRROR

puja pradhan

Romance Tragedy Inspirational

3  

puja pradhan

Romance Tragedy Inspirational

ପ୍ରଥମ ଦେଖା

ପ୍ରଥମ ଦେଖା

1 min
196

କାହିଁକି ମୋ ପାଖେ ସବୁଥାଇବି

ଏବେବି ତୁମକୁ ଝୁରେ

କାହିଁକି ମୋ ଆଖି ଏବେବି

 ତୁମରି ସପନ ବୁଣେ

କାହିଁକି ମୋ ମନ ଏବେବି

 ତୁମକୁ ଖୋଜି ଚାଲିଛି

ତୁମ ସହ ବିତିଥିବା

 ସମୟ ମନେ ପଡୁଛି

କାହିଁକି କେଜାଣି ଭୁଲିବି ଭୁଲିବି

 କହି କହି କେତେଯେ ଭଲପାଇଛି

 ସେ ପ୍ରଥମ ଦେଖା ଏବେବି

 ମୋ ଛାତି ତଳେ ଉଙ୍କି ମାରୁଛି

 ପ୍ରଥମ ଦେଖାର ପ୍ରଥମ ଚାହାଣି

 ପାଗଳ ଯେ କରି ଥିଲା

 କେମିତି କେଜାଣି ମୋର

 ଏହିମନ ତୁମ ପାଖେ ହଜିଗଲା

 ଜାଣେନାହିଁ କେତେ ଭଲ ପାଏ ତୋତେ

 କହିତ ପାରିବି ନାହିଁ

 ହେଲେ ଏବେବି ପାଗଳଙ୍କ ପରୀ

 ତୋତେ ଭଲ ପାଏ ମୁଁହିଁ 

 ତୋତେ ଭଲ ପାଏ ମୁଁହିଁ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance