STORYMIRROR

Banishree Upadhyaya

Classics

3  

Banishree Upadhyaya

Classics

ପୃଥିବୀ

ପୃଥିବୀ

1 min
11.4K

ହେ ପୃଥିବୀ ମା ତୁମେ କଳେ ଜନମ ଦେଇଛ 

ତୁମ ପରି କେହି ନାହିଁ 

କୋଳଟି ତୁୁମର ସୁରକ୍ଷା ପୁର 

ସର୍ବ ବିପଦୁ ତ୍ରାହି ।

ଭୁଲିବାନିି କେବେ ତୁମରି ଦାନକୁ 

ଧରାଧାମେ ବଞ୍ଚିବା ମା ତୁମରି ନାମେ 

ପୃଥିବୀ ର ପାଣି ପବନ ଗଢା ଆମ ଜୀବନ

ହସି ଖେଳି କର୍ମ କରି ଦିିତି ଯାଏ ଦିନ ।

ଏଠି ସତ୍ୟ ନ୍ୟାୟର ହୁଏ ଜୟ 

ଅସତ୍ୟ ଅନ୍ୟାୟ ର ହୁଏ ପରାଜୟ 

ଏହି ଧରା ପୃଷ୍ଠେ ଯେତେ ଗର୍ବ ଅଭିମାନ 

ସବୁ ହୋଇ ଯାଏ ଧୂୂୂଳିସାାତ।

ଏ ବିଶ୍ଵ ବ୍ରରହ୍ମାଣ୍ଡ ସୃଷ୍ଟି କରିଅଛ

ସର୍ବ ପ୍ରଣୀ ଙ୍କ କଲ୍ୟାଣ ପାଇଁ 

ପ୍ରାାଣୀ ଜଗତ ଙ୍କର ସୁରକ୍ଷା ପାଇଁ 

ତୁମ ଦାନ ର ପଟାଅନ୍ତର ନାହିଁ 

କେତେ ବୀର ଯୋଦଧାା ତୁମ କୋଳରେ 

ମାଆ ପାାଇଁ ଯଶ ଜନମି 

ସେହି ମା କୁ କୋଟି କୋଟି ପ୍ରଣାମ 

ତୁମ ପାାଖେ ଆମେ ଚିିର ଋଣି ରେ

ତୁମେ ହି ମାତା ମହାଲକ୍ଷ୍ମୀ ମା ସରସ୍ବତୀ 

ମହେଶ୍ବରୀ ମହାକାଳୀ 

ମା ତୁମେ ସର୍ବ ଶକ୍ତି ମାନ କରୁଣା ମୟୀ 

ତୁମେ ହିଁ ଆମର କଲିିୟାଣ ମୟୀ 

ପୃଥିବୀ ମାତା ତୁୁମେ କୋଳେ ଜନମ ନେଇଛ 

ଆମକୁ ଏ ସୁନ୍ଦର ଧରା ଧାମେ 

ଭୁଲିିିବାନି କେବେ ତୁମର ନାମେ 

ପୃଥିବୀ ର ପାଣି ପବନେ ଗଢା ଆମ ଜୀବନ 

ହସି ଖେଳି କର୍ମ କରି ବିତି ଯାଉ ଦିନ 

ଏହି ମା କୋଳେ ବଢିଚନ୍ତି ମୋର ପ୍ରିୟ ମାନେ

ପୃଥିବୀ ଅଟଇ ଜନନୀ ସମ 

ଏ ପୃଥିବୀ ରେ ରାମ କୃଷ୍ଣ ଜଗନ୍ନାଥ ଅବତାର ଅଟଇ 

ଏଠି ଥିଲେ ଗଙ୍ଗା ଯମୁନା ବ୍ରହ୍ମ ପୁତ୍ର 

ସେତ ଆମ ମା ଅଟଇ 

କେତେ ବୀର ଯୋଦ୍ଧା ତା କୋଳ ରେ ଜନମି 

ଏହି ମା ପାଇଁ ଯଶ ହୋଇ ଗଲେ 

ସେହି ମା କୁ କୋଟି କୋଟି ପ୍ରଣାମ 

ପାଶେ ଆମେ ଚିିିର ଋଣି ରେ 

ପୃଥିବୀ ମାତା ର ଯେ ଦୁୁଃଖ ର

ସୀମା ନାହିଁ ତଥାପି ସେ ଗରିୟାନ 

କୋଳରେ ଦେହରେ ମହିମା


Rate this content
Log in

Similar oriya poem from Classics