STORYMIRROR

Etishree Jana

Tragedy

4  

Etishree Jana

Tragedy

ପ୍ରତାରଣା ପ୍ରେମ

ପ୍ରତାରଣା ପ୍ରେମ

1 min
208

ଅଚିହ୍ନା ବାଟୋଇ ଆଜି

ପଥ ମୋର କିିିଛି ନାହିଁ

ଖୋଜୁୁଛି ତୁମକୁ ଆଜି

ଉତ୍ତର ମୋ ନେବାପାଇଁ।


ଥିଲି ମୁଁଁ ଏକାକୀ

ନିିିଜ ସୁଖେ ନିଜେ ରହି

କାହିଁକି ଆସିିିଲ ତୁମେ

ପ୍ରତାରଣା ଦେବା ପାଇଁ।


ନିିଜକୁ ହଜାଇ ଦେଲି

ତୁୁୁମ ମିଛ ପ୍ରେମ ପାଇଁ

କି ଲାଭ ପାଇଲ ତୁମେ

ହୃଦୟକୁ ଭାଙ୍ଗି ଦେଇ?


କି ଦୋଷ କରିିଥିଲି

ଧୋକା ଦେଲ କାହିଁପାାଇଁ

ଚାହିଁଲେ ବି ହୃଦୟକୁ 

ଯୋଡିବାକୁ ସକ୍ଷମ ନାହିଁ।


ହୃଦୟେ ଦେଲି ମୁଁ ସ୍ଥାନ

ମୋ ପ୍ରେମ ଦେଖିଲ ନାହିଁ

ଥିଲ ତୁମେ ମରିଚିକା 

ଭୁଲିିିଗଲି କାହିଁ ପାଇଁ।


କିିିିିପରି କରିବି ଘୃଣା

ସାହସ ମୋ ଜମା ନାହିିଁ

ପ୍ରେମରେ ପାଗେଳି ସାଜି

ଝୁୁୁରେ ଖାଲି ତୁମ ପାଇଁ।


କରିିଛି ଅପେକ୍ଷା ଆଜି

ତୁୁୁମ ଦେଖା କାହିଁ ନାହିିଁ

ଅନ୍ତର କୁହୁଳି ଉଠେ

ପ୍ରତିଶୋଧ ନେବା ପାଇଁ।


Rate this content
Log in

Similar oriya poem from Tragedy