Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Inspirational Others Children

3  

RUNALAILA MOHANTA

Inspirational Others Children

ପ୍ରକୃତ ମିତ୍ର

ପ୍ରକୃତ ମିତ୍ର

1 min
240



କହିବାକୁ ଗଲେ ମାତ୍ର ପୁସ୍ତକଟିଏ

        ପଢିବାକୁ ଗଲେ ଜ୍ଞାନର ଭଣ୍ଡାରସିଏ

ଦେଖିବାକୁ ଗଲେ ସାଧାରଣଟିଏ

         ବୁଝିବାକୁ ଗଲେ ବେଦ ଶାସ୍ତ୍ର ସିଏ

ରହିଥାଏ ସେ ଟେବୁଲ୍ ଉପରେ

       ହେଲେ ଆମକୁ ପହଞ୍ଚାଇ ଦିଏ ଚନ୍ଦ୍ରମାରେ

ବନ୍ଦ୍ ଥିଲେ ସେ କେବଳ ପୁସ୍ତକଟିଏ

       ଖୋଲି ଗଲେ ବିଶ୍ବବ୍ରହ୍ମାଣ୍ଡ ଦେଖାଇଦିଏ

ନବୁଝିଲେ ସେ ସାଧା କାଗଜଟେ

    ବୁଝିଗଲେ ସିନ୍ଧୁ ଠୁ ବି ଗୋହିର ସେ

ଜୀବନର ପ୍ରାପ୍ତ ଧନ ହଜି ଯାଇପାରେ

    ହେଲେ ପୁସ୍ତକରୁ ପ୍ରାପ୍ତ ଜ୍ଞାନ କେବେ ସୀମିତ ନହୁଏ

ବନ୍ଧୁକୁ ଦେଇଥିବା ସମୟର ମୂଲ୍ୟ ସେ ନବୁଝି

             ଦିନେ ଛାଡ଼ି ଚାଲିଯାଇ ପାରେ

ହେଲେ ପୁସ୍ତକକୁ ଦେଇଥିବା ସମୟର ମୂଲ୍ୟ

             ଦୁଃଖ ବିପଦରେ ପ୍ରମାଣିତ ହୁଏ ।

 

"ବିଶ୍ୱାସନୀୟ ସାଥୀ ମୋ ପ୍ରିୟ ପୁସ୍ତକ"

ଜ୍ଞାନ ଜୀବନର ସମସ୍ତ ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ବଢ଼ାଏ ।


       


Rate this content
Log in

Similar oriya poem from Inspirational