Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ରାକ୍ଷୀ ବନ୍ଧନ

ରାକ୍ଷୀ ବନ୍ଧନ

1 min
147



ଭାଇ ଜାଣିଇ ତା ଭଉଣୀ ମନ

      ଭଉଣୀ ପାଇଁ ସେ ହୁଏ ଉଚ୍ଛନ୍ନ ,

ଉପରେ ଦେଖାଏନି ଭାଇ ତା ସ୍ନେହ,ପ୍ରେମ 

      ହେଲେ ଭଉଣୀ ସର୍ବଦା ତା ଜୀବନ ,

ମୋ ଭଉଣୀ ମନରେ ହଜାରେ ସ୍ୱପ୍ନ

       ଭଉଣୀ ଖୁସି ପାଇଁ ମୁ କରିବି ପୂର୍ଣ୍ଣ ,

ରାକ୍ଷୀ ପୂର୍ଣ୍ଣିମା ର ଏ ପବିତ୍ର ଦିନ

      ଭାଇ ଭଉଣୀର ସ୍ନେହ ଓ ପ୍ରେମର ଅତୁଟ ବନ୍ଧନ,

ରାକ୍ଷୀ ବାନ୍ଧି ଦେଲେ ଭାଇ ହାତେ

      ଏ ପବିତ୍ର ଦିନରେ ଭାଇ କରିଥାଏ ପଣ,

ଦୁଃଖେ ସୁଖେ ତାର ଛିଡ଼ା ହେବି ଆସି

      ଚିରକାଳ ପାଇଁ ରଖିବି ତା ମାନ ସମ୍ମାନ ,

ସିନ୍ଦୁର, ଚନ୍ଦନ ,ଅକ୍ଷତ ଲଗାଇ

     ରାକ୍ଷୀ ବାନ୍ଧେ ଭାଇର ହାତେ,

କେବେଠୁ ଭଉଣୀ ଥିଲା ତ ଚାହିଁ

     ସେ ଦିନ ଆସିଛି ବର୍ଷକେ ପରେ

ରାକ୍ଷୀ ବନ୍ଧା ହେବ ଭାଇ ହାତରେ ,

     ଭଉଣୀର ରକ୍ଷା କବଚ ପରି 

ଚିର ଦିନ ପାଇଁ ପାଖେ ରହିବ ଭାଇ,

     ଭାଇ ଭଉଣୀର ସମ୍ପର୍କ ଏମିତି ଥାଉ

ଚିରକାଳ ପାଇଁ ଅତୁଟ ରହୁ ।

                  


Rate this content
Log in

Similar oriya poem from Inspirational