STORYMIRROR

ସୁରେନ୍ଦ୍ର ମିଶ୍ର

Others

3  

ସୁରେନ୍ଦ୍ର ମିଶ୍ର

Others

ଗାନ୍ଧୀ ଙ୍କ ଶବ୍ଦ

ଗାନ୍ଧୀ ଙ୍କ ଶବ୍ଦ

1 min
202

ଲକ୍ଷ ରଖ ସଦା ସର୍ବଦା ଯେପରି ତୁମର ବିଚାର

ଶବ୍ଦ ଓ କର୍ମ ମଧ୍ୟରେ ପୂର୍ଣ୍ଣ ସାମଞ୍ଜସ୍ୟ ରହିବ

ସର୍ବଦା ନିଜ ବିଚାରକୁ ଶୁଦ୍ଧ କରିବାର ଲକ୍ଷ୍ୟ ରଖ,

ସମୟ ସାଥିରେ ସବୁ ବଦଳି ଯିବ ତୁମ ଜୀବନ ର ଦୁଃଖ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍