STORYMIRROR

ସୁରେନ୍ଦ୍ର ମିଶ୍ର

Others

4  

ସୁରେନ୍ଦ୍ର ମିଶ୍ର

Others

ଗାଁ କୁ ଯାଇଥିଲି

ଗାଁ କୁ ଯାଇଥିଲି

1 min
10

ମୋ ଗାଁ ପାହାଡ ପର୍ବତ , ଝରଣା

ମୋ ଗାଁ ମୋ ପାଇଁ ଦିଶଇ ମନୋହର

ସହରରେ ବସି ନୀରବରେ ମୁ 

ଝୁରୁଛି ଖାଲି ଏଇଠି,ମୋ ଗାଁ ପରା

ଅଛି ସେଇଠି, ମନେ ପଡେ ଆଜି ଅତୀତ ର

ଅକୁହା କଥା ସବୁ ଯେମିତି ଝଲସି ଯାଉଛି

ମୋ ଗାଁ ପରା ମତେ ଆଜି ବହୁତ୍ ମନେ ପଡୁଛି,

ସେଇ ମୋ ଜନ୍ମଭୂମି,ସେଇ ମୋ କୋକେଇ ଘର

ସେଠି ରହିଛି ମୋ ସାରଗ ପୁର,

ସବୁଜ କ୍ଷେତ ରେ ମୋ ସୁନାର ଧାନ

ସତେ କିଣି ନିଏ ମୋ ନିଆଳୀ ମନ,

ଗାଁ ପାଇଁ ମୋ ଜୀବନ ଦେବୀ 

ସବୁବେଳେ ଗାଁ ସାଥିରେ ରହିବି,



Rate this content
Log in