Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ଭାଇ ଓ ଭଉଣୀ

ଭାଇ ଓ ଭଉଣୀ

1 min
163



ଅଭୁଲା ଅତୀତ ଅକୁହା କଥା

         ମନେ ପଡ଼ିଯାଏ ଅତୀତ ର କଥା

ମଧ୍ୟବିତ୍ତ ପରିବାରକୁ ପାଞ୍ଚ ଭାଇ ଭଉଣୀ

      ହେଲେ ସମସ୍ତ ଙ୍କୁ ସ୍ନେହରେ ଆଦର କରେ 

ଏମିତି ମୋର ସୁନା ଭଉଣୀ ।

       ସେହି ଗ୍ରୀଷ୍ମ ଛୁଟି ରେ ଆମ ଗାଁର ବୁଲା

 ସେଇ ତାର ହାତ ଧରି ରାସ୍ତାରେ ଚଲା 

       ଦେଖୁ ଦେଖୁ କେତେଦିନ ବିତିଗଲା ।

ମୋ ଭଉଣୀର ସ୍ନେହ, ଆଦର ଆଜିବି ଜୀବିତ

      ଭୁଲି ଯାଇଥିବ ଏହି ଅତୀତ

କିନ୍ତୁ ଚିରଦିନ ପାଇଁ ମୋ ଭଉଣୀର ସ୍ମୃତି ମୋ ପାଇଁ ଜୀବିତ ।

ଭାଇ ଥାଉ ଥାଉ ତୋ ଆଖିରେ ଦେବି ନି ଦୁଃଖ

             ଏ ଭାଇ ଉପରେ ଭରସା ଥାଉ 

ଆଣିଦେବି ତୋତେ ଦୁନିଆର ସବୁ ସୁଖ ।

         ହୃଦୟ ମୋହର କାନ୍ଦେ ଲୋ ଭଉଣୀ

ଆଖିରୁ ଝରିଲେ ଟୋପାଏ ତୋ ପାଣି

            ଏମିତି ମୋ ସୁନା ଭଉଣୀ 

ଥିଲୁ ତୁ ଆମ ଘରର ପ୍ରିୟ ଭଉଣୀ 

        ଶାଶୁ ଘରେ ମଧ୍ୟ ହେଲୁ ଲକ୍ଷ୍ମୀ ଠାକୁରାଣୀ

ଏମିତି ମୋ ସୁନା ଭଉଣୀ ।

 ଭାଇ ଭଉଣୀ ର ପବିତ୍ର ସମ୍ପର୍କ ଯେତେ ହୁଅଇ ପୁରୁଣା

ସେତିକି ଶାଶ୍ୱତ ଓ ପବିତ୍ର ।         


Rate this content
Log in

Similar oriya poem from Inspirational