Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ବୀର ପୁତ୍ର

ବୀର ପୁତ୍ର

1 min
205



ଭାରତ ଇତିହାସ ର ଏକ ଦୁଃଖଦ ମୁହୂର୍ତ୍ତ ରେ

ଇଂରେଜ କରୁଥିଲେ କେତେ ଅତ୍ୟାଚାର ,ଶୋଷଣ

ଜାନୁଆରୀ ୨୩/୧୮୯୭ରେ ହୋଇଥିଲ 

ତୁମେ ଆବିର୍ଭାବ ଏଧରା ପୃଷ୍ଠରେ,

ଇଂରେଜ ନର ରାକ୍ଷସ ମାନଙ୍କୁ କରିବା ପାଇଁ ଦମନ


ଭାରତର ତୁମେ ବୀରପୁତ୍ର ଥିଲ

ନାମ ଥିଲା ସୁବାଷ ଚନ୍ଦ୍ର ବୋଷ ,

ଭାରତ ମାଁ ର ସ୍ୱାଧିନତା ପାଇଁ କରିଥିଲ ତୁମେ ଶପଥ

ସ୍ୱାଧୀନତା ଆମ ସୁନାର ଭାରତ କୁ ଆଣିବା ପାଇଁ

ଝରେଇ ଥିଲ କେତେ ରକତ ।


ଦେଶକୁ ଇଂରେଜ ମୁକ୍ତ କରିବା ପାଇଁ 

ଆଜାଦ ହିନ୍ଦ ପୌଜ ରଚିଲ ବିଦେଶ ଯାଇ,

"ମୋତେ ରକ୍ତ ଦିଅ, ମୁ ତୁମକୁ ସ୍ୱାଧୀନତା ଦେବି "ଆହ୍ୱାନ ରେ

ଦେଶପ୍ରେମ ଲଗାଇଲ ପ୍ରତି ଭାରତୀୟ ମନେ ।


ଓଡ଼ିଆ ମାଟି ର ବୀରପୁତ୍ର ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ଅବସରରେ ସମଗ୍ର ଦେଶବାସୀ ଙ୍କୁ ଆନ୍ତରିକ ଶୁଭେଚ୍ଛା ।।

ତାଙ୍କର ଆତ୍ମା ଅମର ଏପୃଥିବୀ ପୃଷ୍ଠରେ ।

ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ , ।



Rate this content
Log in

Similar oriya poem from Inspirational