STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ମେଘମାଳା

ମେଘମାଳା

1 min
154


 ଆକାଶରେ ମେଘମାଳା

   ହେଲେ ବରଶୁ ନାହିଁ,,

ବିଲରେ ଯେ ଧାନ ରୂହା

  ହେଲେ ପାଣି ଯେ ନାହିଁ।।

ଚାଷୀ ମୁଣ୍ଡେ ହାତ ଦେଇ

  ବସି ରହିଥାଏ ଯେ,,

ତଳି ରୁହା ଧାନ ଦୁଃଖ

  ଫେରିବ କି ସୁଖ ଯେ।।

ବରଷା ତୁ ବରଷି ଯା

   ଧରଣୀ କୋଳରେ ତୁ,,

ଶୁଖିଲା କୁ ଓଦା କରି

   ଭିଜେଇ ଦେଇ ଯା ତୁ।।

ଚାହିଁ ରହିଛି ମୋ ଆଖି

  ଦେଖି ମେଘମାଳା କୁ,,

ବରଷି ଯିବ କି ସତେ

  ତୃପ୍ତ କରି ମନକୁ।।



Rate this content
Log in

Similar oriya poem from Inspirational