Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଭାରତ ଯୋଡିବାରେ ସେତ ସାରଥୀ

ଭାରତ ଯୋଡିବାରେ ସେତ ସାରଥୀ

1 min
163


ଦୂରଦର୍ଶନ

ପ୍ରତି ଭାରତୀୟଙ୍କର ପ୍ରାଣ ସ୍ପନ୍ଦନ 

ଅତୀତରୁ ବର୍ତ୍ତମାନ

ସମୟର ବିବର୍ତ୍ତନ 

ହୃଦୟ ସାଥିରେ ତାର ଭାବ ବନ୍ଧନ 

ଦୂରଦର୍ଶନ ।


ସ଼ଂସ୍କୃତି ପରମ୍ପରା ପର୍ବପର୍ବାଣୀ

ସାହିତ୍ଯ ସଙ୍ଗୀତର ଅପୂର୍ବ ଧ୍ବନି 

ସମ୍ପ୍ରିତି ସଂଘତି ର ମଙ୍ଗଳ ଗୀତି

ଭାରତ ଯୋଡିବାରେ ସେତ ସାରଥୀ

ବିଶ୍ବାସ ମାର୍ଗରେ କରେ ଜ୍ଞାନ ବର୍ଦ୍ଧନ 

ଦୂରଦର୍ଶନ ।


ସୃଜନଶୀଳ କୀର୍ତ୍ତି ବିଶ୍ଵ ବିଦିତ

ସତ୍ୟ ଶିବ ସୁନ୍ଦର ବିଶ୍ବ ଭାତୃତ୍ବ 

ସବୁଠି ସ୍ବତନ୍ତ୍ର ସେ ସଦା ଅଗ୍ରଣୀ

ସମାଜର ପ୍ରତିବିମ୍ବ ଦିଗ ବାରେଣୀ

ଶିକ୍ଷା ସୂଚନା ଭରା ମନୋରଞ୍ଜନ 

ଦୂରଦର୍ଶନ ।


Rate this content
Log in

Similar oriya poem from Inspirational