ପରଜାପତି
ପରଜାପତି
ପରଜ।ପତି
ତାରକାଅତି
ଦିଏନା ଜମା ଧରା,
ଫୁଲରେ ବସେ
ମୁରୁକି ହସେ
ପଡିଲେ ଆସି ଖରା ।
ପାଦକୁ ଚିପି
ଯାଏ ମୁୁଁ ଛପି
ପାଖକୁ ତାର ଯେବେ,
ଯାଏ ସେ ଉଡି
ଡେଣାକୁ ଝାଡ଼଼ି
ଦିିିଏନା ଧରା କେେବେ ।
କଅଁଳ ଏତେ
ଡେଣାରେ କେତେ
ସୁୁୁନ୍ଦର ଛବି ଅଙ୍କା,
ଆଙ୍କିଛି କିଏ
ଶିଳିପି ସିିିଏ
ଟିକିଏ ନାହିଁ ବଙ୍କା ।
ଭଳିକି ଭଳି
ରଙ୍ଗକୁ ଗୋଳି
ମାଖିଛି ସିଏ ଭାଵି,
ଯାହାକୁ ଦେେଖି
କବିତା ଟିଏ
ଲେଖଇ ବସି କବି ।
