STORYMIRROR

Tapan Dixit

Abstract Fantasy

2  

Tapan Dixit

Abstract Fantasy

ପ୍ରିୟା ଗୋ

ପ୍ରିୟା ଗୋ

1 min
13.4K


ବିନ୍ଦୁ ବିନ୍ଦୁ ଲୁହେ ବିଦାୟ ଜଣାଇ

ତୁମେ ସିନା ଗଲ ଫେରି

ହେଲେ ସେଇ ଲୁହ ନଈ ଧାରେ ଧାରେ

ସାଜି ମୁଁ ପ୍ରେମ ଚକୋରି ,

ସମାଧି ମନ୍ଦିର ସ୍ମୃତି ସୀମାନାରେ

ବିରହେ ମରୁଛି ଝୁରି 

କେବେ ! ପୁଣି ଆସି କହିଦେବ ଥରେ

ଆସିଛି ପ୍ରିୟା ଗୋ ଫେରି ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Abstract