STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରୀତିର ଚୁମ୍ବନ

ପ୍ରୀତିର ଚୁମ୍ବନ

1 min
173

ତୋ ପ୍ରୀତିର ଚୁମ୍ବନ ମୋତେ ଦିବାନା କଲା

ଯେଉଁ ଦିନ ତୋ ଓଠ ସାଥେ ମୋ ଓଠ ମିଶିଲା ।


ଚୁମ୍ବନ ଦେଇ ନିଜର କରିଲୁ ସାଥି ମୋତେ

ତୋ ପାଇଁ ପ୍ରେମ କରୁଛି ପାଇବାକୁ ତୋତେ।


ତୋ ଚୁମ୍ବନ ରେ କି ଯାଦୁ କରି ଦେଲୁ

ମୋ ମନ କୁ ତୁ ଚୋରାଇ ନେଲୁ ।


କଲେଜ ରେ ଲୁଚି ଲୁଚି ମୋ ସାଥେ ମିଶିଲୁ

ତୋ ନାଲି ଓଠର ଛୁଆଁ ମୋତେ ଦିନେ ଦେଇଥିଲୁ।


ଓଠ ରୁ ତ ପ୍ରେମ ନିଶା ଝରି ପଡୁ ଥିଲା

ତୋ ଚୁମ୍ବନ ରେ ସବୁ ମିଳି ଯାଇ ଥିଲା ।


ତୋ ପ୍ରେମ ବନ୍ଧନେ ମୁଁ ପଡି ଗଲି

ତୋ ପ୍ରୀତି ଚୁମ୍ବନ ରେ ସବୁ ତ ଭୁଲିଲି ।


ତୋ ଚୁମ୍ବନ ରେ ଆଜି ହେଇ ଗଲି ତୋର

ଚୁମ୍ବନଟେ ଦେଇ ହେଲୁ ପ୍ରେମିକା ତୁ ମୋର ।


ତୋ ପ୍ରୀତି ଚୁମ୍ବନ ମୋ ଦେହେ ଶିହରଣ ଆଣି ଦିଏ

ତୋ ଚୁମ୍ବନ ପାଇବାକୁ ମନ ନୀତି ଝୁରୁ ଥାଏ ।


Rate this content
Log in

Similar oriya poem from Romance