ପ୍ରୀତିଲଗ୍ନା ପାଇଁ ପ୍ରୀତି କବିତା
ପ୍ରୀତିଲଗ୍ନା ପାଇଁ ପ୍ରୀତି କବିତା
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
260
କବିତା (2)
ତୁମେ ଥିଲ ମୋର
ହୃଦୟର ସ୍ପନ୍ଦନ
ତୁମେ ଥିଲ ମୋର
ମନ ଆକାଶର ପୁନେଇ ଜହ୍ନ
ତୁମ ପାଇଁ ଦେଖୁଥିଲି କେତେ ସପନ |
ସପନ ମୋ ସତ ହେଲାନି
ସପନରେ ରହିଗଲା
ତୁମେ କେମିତି ଜାଣିବ
ତୁମ ବିନା କେମିତି
କାଟିବି ଏ ଜୀବନ |
ଅକ୍ଷୟ ସାହୁ
ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292