STORYMIRROR

Akshaya Sahoo

Others

2  

Akshaya Sahoo

Others

ଜୀବନ ଗୋଟିଏ ଖେଳ

ଜୀବନ ଗୋଟିଏ ଖେଳ

1 min
512


ଜୀବନ ଗୋଟିଏ ଖେଳ

ଜିତିବା ହାରିବା କରମ ଫଳ

କହି ହେଉନି କି ସହି ହେଉନି

ଏ ଦୁନିଆ ଆଉ ଭଲ ଲାଗୁନି |


ଯାହା ପାଇଁ ଥିଲା ଏ ଜୀବନ

ସିଏ ଚାଲିଗଲା ଅନେକ ଦୂର

କିଏ ବା ଆଉ ନିଜର |


ନିଜର ଲୁହକୁ ନିଜେ ମୁଁ ପିଇ

ନିଜର ମନକୁ ନିଜେ ବୁଝେଇ

ବଂଚିବାର ମାନେ କିଛି ରହୁନି |

_______________

ଅକ୍ଷୟ ସାହୁ

ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292

ମୋବଇଲ : 9938485979

Email: aksahoo365@gmail.com


Rate this content
Log in