STORYMIRROR

Er. Akshaya Sahoo

Children

4  

Er. Akshaya Sahoo

Children

ସମୟ

ସମୟ

1 min
8

ସକାଳୁ ଉଠି ହସିବା ଶିଖ,

ନୂଆ ସ୍ବପ୍ନରେ ଆଗକୁ ଦେଖ ।


ମନ ଦେଇ, ପାଠ ପଢିବ 

ସଫଳତାକୁ ପାଖେ ଆଣିବ ।


ଆଳସ୍ୟ ଯଦି ଆସେ ନିକଟେ,

ସମୟ ଖସି ଯିବ ତୁମ ପଥେ ।


ସମୟ ସହିତ ଯେବେ ଚାଲିବ

ଜୀବନ ତୁମ ସୁନ୍ଦର ହେବ।


ସପନକୁ ଦିନେ ସତ କର

ସମୟ ହେବ ସାଥୀ ତୁମର ।


ଚେଷ୍ଟା କର ଯେ ହାରିବ ନାହିଁ,

ସମୟ ସହିତ ଜିତି ବୁ ତୁହି ।


ସମୟ ହେଉଛି ମୂଲ୍ୟବାନ 

ତାହାକୁ ରଖ ଭଲରେ ମନ ।


Rate this content
Log in

Similar oriya poem from Children