STORYMIRROR

Akshaya Sahoo

Romance

2  

Akshaya Sahoo

Romance

ପ୍ରୀତିଲଗ୍ନା ପାଇଁ ପ୍ରୀତି କବିତା

ପ୍ରୀତିଲଗ୍ନା ପାଇଁ ପ୍ରୀତି କବିତା

1 min
342


ପ୍ରଥମ ଦେଖାରେ

ଆଖିର ଚାହାଣୀରେ

କରିଲ ନିଜର

ମୋ ଠିକଣା ଭୁଲି

ମୁଁ କାହିଁକି କେଜାଣି

ହେଲି ଯାଯାବର |


ହୃଦୟ କାଗଜରେ

ଲେଖିଦେଲି ନାମ ତୁମର

ତୁମରି ପାଖରେ

ରହିଗଲା ମନ ମୋର |

____________

ଅକ୍ଷୟ ସାହୁ

ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292

ମୋବଇଲ : 9938485979

Email: aksahoo365@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance