STORYMIRROR

Akshaya Sahoo

Romance

3  

Akshaya Sahoo

Romance

ତୁମେ ହିଁ ଜଣେ

ତୁମେ ହିଁ ଜଣେ

1 min
163


ଫଟୋ ଆଲବମରେ ଥିବା ଅନେକ ଗୁଡିଏ

ଦିଶୁଥିବା ମୁହଁ ଭିତରୁ

ତୁମେ ହିଁ ଜଣେ

ମୋ ନିଃସଙ୍ଗ ମୁହୂର୍ତ୍ତରେ |

ଗୋଟିଏ ହସର ସୁରଭିରେ

ପ୍ରତିଧ୍ଵନିତ ହୁଏ ବାରମ୍ବାର

ଆସିଯିବ ଯେଉଁଦିନ

ସାମ୍ନାକୁ ମୋର |

ଶବ୍ଦର ଘେର ଭିତରେ ରହି

କବିଟିଏ ସାଜି

ଲେଖିଦେବି ସାଥେ ସାଥେ

ଏକ ସୁନ୍ଦର କବିତା

କେବଳ ତୁମରି ପାଇଁ |

ସାରା ଜୀବନର ସକାଳ ସମୟକୁ

ହାତେ ତୁମ ଥୋଇଦେବି |

_________________

ଅକ୍ଷୟ ସାହୁ

ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର, ଯାଜପୁର - 754292

ମୋବଇଲ : 9938485979

Email: aksahoo365@gmail.com


Rate this content
Log in

Similar oriya poem from Romance