STORYMIRROR

Bijayalaxmi Acharya

Romance

2  

Bijayalaxmi Acharya

Romance

ପ୍ରୀତି ଚୁମ୍ବନ

ପ୍ରୀତି ଚୁମ୍ବନ

1 min
13.5K


ହଜାରେ ଫଗୁଣ

ଯାଇଛି ମୋ ବାଟେ

ଛୁଇଁଁନି କେେବେ ମୋ ଦେହ

ତୁ ଆସିଲୁ ଜେବେଠୁ ମନକୁ ମୋ ଛୁଇଁ

ପ୍ରିୟା ରେ,,,ବ।ସୁଛି ମୁଁ ମହମହ।।

କଣେଇ ଚାହୁଁଁଛି ଦୃଷ୍ଟ ମଳୟଟା

ଦେଖିି ମୋର ଭରାଦେହ,,

ଯୌବନ ଖେଳେ ମନ ଓ ଶରିରେ

ତୁ ଖାଲି ହେଉ ଅଥୟ,,।।

କୋଣାାର୍କର ସମ ରତି ଜର୍ଜରିତ

ଦେହଟାକୁ ମୋର ଦେଖି

ଏମିତି ଚାହୁଁଛୁ ଲାଜରେ ମୁଁ

ଉଠେଇ ପାରୁନି ଆଖିି,,

ଶିିିଥିଳ ହେଉଛି ପାଦ ଦୁଇ ମୋର

ଖୋଜେେ ତୋ ବାହୁ ବନ୍ଧନ

ପଡିବା ଆଗରୁ ଧରି ନେ ମତେେ

ଦେଇ ତୋ ପ୍ରୀତି ଚୁମ୍ବନ,,,,।।।।(ବିିଜୁ)


●●●●●●●●●●●●●●●●●●●●●

ବିିଜୟଲଷ୍ମୀ ଆଚାର୍ଯ୍ୟ(ବିଜୁ)

ଜଗତସିଂହପୁର ଲେଖିିକ। ସଂସଦ ର ସଭାପତି

ଫୋନ,,7873041750


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance