STORYMIRROR

Bijayalaxmi Acharya

Others

2  

Bijayalaxmi Acharya

Others

ଆଜିର ରୋମିଓ

ଆଜିର ରୋମିଓ

1 min
13.3K


ବ୍ରହ୍ମ ରାକ୍ଷସ ସାଜି ଖାଇବାକୁ ଆସିଥିଲୁ

ତା ନୀଳ ନୀଳ ଆଖିର ଗଭୀରତାରେ

ନିଜକୁ ହଜେଇ ଦେଲୁ,ତା ଅନାବିଳ ପ୍ରେମରେ

ରୋମିଓ ସାଜିଲୁ,ତା ଖିଲିଖିଲି ହସରେ

ପାଗଳ ହୋଇଲୁ,ତା ନିଶାଶକ୍ତ କଥାରେ

ଭ୍ରମର ସାଜିଲୁ,ତା ଶୁଦ୍ଧର ଗଙ୍ଗାରେ

ପାପକୁ ଧୋଇଲୁ,ତା ଶତ ବସନ୍ତର ପରସରେ

ପୋଡି ପାଉଁଶ ହୋଇଯାଇଥିବା ପ୍ରେମ ବନ ତୋର

ଚିର ସବୁଜ ହୋଇଲା,ସେଇ ବନେ

ନୀଳ ପ୍ରଜାପତି ସାଜି ସେ ଖାଲି ଉଡି ବୁଲିଲା,,,

ତା ଖିଲିଖିଲି ହସର ମୁକ୍ତ।

ସାଉଁଟିଲାବେଳେ ପାପି ହାତ ତୋର

ଗୋଲାପ ଫୁଲରେ ପୁରିଗଲା,, ସେ ବାସ୍ନାରେ

ତତେ ନିଶ। ଘାରିଗଲାା,

ସେ ନିଶାରେ ରାକ୍ଷସରୁ ତୁ

ପ୍ରେମିକ ସାଜିଲୁ",!!!!!!!!!!! (ବିଜୁ)

(ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)

ଜଗତସିଂହପୁର ଲେଖିକା ସଂସଦର ପ୍ରେସିଡେଣ୍ଟ

ଫୋନ-7873041750


Rate this content
Log in