STORYMIRROR

Bijayalaxmi Acharya

Tragedy

2  

Bijayalaxmi Acharya

Tragedy

----ଖେଳଘର---

----ଖେଳଘର---

1 min
13.1K


କାହାପାଇଁ ପ୍ରେମ

ଖେଳ ଘର ପୁୁଣି

କାହା ପାଇଁ ସେ ମନ୍ଦିର,,,

କିଏ ଫୁଙ୍କିଦିଏ ବାଲିିିିପରି

କିିିଏ କରେ ଆପଣ।ର ।।।

ମନ୍ଦିର ମିିଳିବ ଦେବତା ମିିଳିବ

ହେଲେ ସତ୍ୟ ପ୍ରେମ ମିିଳିବା ଦୁଷ୍ପ୍ରାପ୍ୟ

ଖାଲି ମିିିଛ ପ୍ରବଞ୍ଚନ।

ସମୟର ଖେଳଘର",!!!!! (ବିିଜୁ)

💐💐💐💐💐💐💐💐💐💐💐💐💐

ବିଜୟଲକ୍ଷ୍ମୀ ଆଚାର୍ଯ୍ୟ (ବିଜୁ)

"ଜଗତସିଂହପୁୁର ଲେଖିକା ସଂସଦ"

ପ୍ରେସିଡେଣ୍ଟ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy