STORYMIRROR

Bijayalaxmi Acharya

Romance Tragedy

3  

Bijayalaxmi Acharya

Romance Tragedy

ପାଗଳ କରିଲୁ

ପାଗଳ କରିଲୁ

1 min
759


ପାଗଳ କରିଦେଲୁ ପ୍ରିୟା

ତୋ କଟାକ୍ଷ ଚାହାଣୀରେ

ତୋ ପ୍ରେମର ଭିଜା ଭିଜା ଜ୍ୟୋସ୍ନାରେ

ତୋ ଲାଲ ଟୁକ ଟୁକ ଚେହେରାରେ

ତୋ ପ୍ରେମ ଭରା କଥାର ଭାବରେ

ତୋ ମଧୁ ଝରା ନରମ ଓଠର

ସ୍ୱପ୍ନାନ୍ତିକ ଛୁଆଁରେ।

ତୋ ଅନାବିଳ କପଟ ହିଁନ

ଖିଲ୍ଲୀ ଖିଲ୍ଲୀ ଅନ୍ତରରେ

ତୋ ସ୍ୱାଗତିକା ହୃଦୟରେ

ତୋ କବିତାର ପଂକ୍ତିରେ।

ପାଗଳ କରିଲୁ ତୁ ପ୍ରିୟା ମୋତେ

ଜ୍ୟୋସ୍ନା ଭିଜା ଚାନ୍ଦିନୀ ରାତିରେ।

ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)

ଜଗତ୍ସିଂଗପୁର-754109


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance